Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ

Banajyotshna Ray
Browse all articles by Banajyotshna Ray
·2 years ago
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ:  ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଘେରିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ମନ୍ତ୍ରୀ ଜଗନ୍ନାଥ ସାରକା କୋଲନରା ବ୍ଲକକୁ ନିଜ ଦଳର ପ୍ରଚାରକୁ ଯାଇଥିବା ସମୟରେ ଲୋକେ ଏଭଳି ପ୍ରଶ୍ନ କରିଥିଲେ । ସେପଟେ ଜବାବରେ ସ୍ଥାନୀୟ ସରପଞ୍ଚ କହୁଛନ୍ତି, ସେଥିପାଇଁ ମନ୍ତ୍ରୀ ଦାୟୀ ନୁହନ୍ତି ତୁମ ଅଞ୍ଚଳର ସରପଞ୍ଚ , ସମିତିସଭ୍ୟ  ଏବଂ ବ୍ଲକ ପ୍ରଶାସନ ଦାୟୀ ବୋଲି କହୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People surrounded the minister while campaigning | Argus News