Videos
|
Odisha

ଫେରାର ଥିବା ଦୁଇ ବିଚାରାଧୀନ ବନ୍ଦୀ ମୁକ୍ତଭାବେ ବୁଲୁଥିବା ଫଟୋ ଭାଇରାଲ

Banajyotshna Ray
Browse all articles by Banajyotshna Ray
·2 years ago
ଫେରାର ଥିବା ଦୁଇ ବିଚାରାଧୀନ ବନ୍ଦୀ ମୁକ୍ତଭାବେ ବୁଲୁଥିବା ଫଟୋ ଭାଇରାଲ

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଜେଲରୁ ବିଚାରାଧୀନ ବନ୍ଦୀ ଫେରାର ଘଟଣାରେ ନୂଆ ଟ୍ବିଷ୍ଟ । ବଲାଙ୍ଗିର ଜିଳ୍ଲା ଟିଟିଲାଗଡ଼ ଜେଲରୁ ଗତ ସପ୍ତାହରେ ଫେରାର ହୋଇଥିବା ଦୁଇ ବିଚାରାଧୀନ ବନ୍ଦୀ ମୁକ୍ତଭାବେ ବୁଲୁଥିବା ଫଟୋ ଭାଇରାଲ ହୋଇଛି । ଦୁଇ ବିଚାରାଧୀନ ବନ୍ଦୀ  ଶୋଭାବନ ରଣା ଓ ସୁମିତ ବିହାରୀ, ଖୋଦ୍ ଜେଲ୍ ଅଧୀକ୍ଷକଙ୍କ ସହ ଭୋଜିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଜେଲ୍ ଅଧୀକ୍ଷକ ଚିତ୍ତରଞ୍ଜନ ସାହୁ , ସବଜେଲର ଚୈତନ୍ୟ ପ୍ରଧାନଙ୍କ ସହ ଭୋଜି କରୁଥିବା ଫଟୋ ଭାଇରାଲ ପରେ ଜେଲ ସୁରକ୍ଷା ଓ ଜେଲ ଅଧିକ୍ଷକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Photo of two undertrials walking freely in missing goes viral | Argus News