Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ

Odisha

ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ

Manini Pattanayak
Browse all articles by Manini Pattanayak
·1 year ago
ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ

ସମ୍ବଲପୁର:  ଚୋରା ଚାଲାଣ ବେଳେ କେନ୍ଦୁପତ୍ର ସହ ପିକଅପ ଜବତ। ଜମନକିରା ଫରେଷ୍ଟ ରେଞ୍ଜ ବଡ଼କୁଦର ନିକଟସ୍ଥ କିଆଝରଣ ଠାରୁ ଆଜି କେନ୍ଦୁପତ୍ର ବିଭାଗ ଓ ବନବିଭାଗ ମିଳିତ ଭାବେ ପ୍ରାୟ 8.16 କୁଇଣ୍ଟାଲ କେନ୍ଦୁପତ୍ର ଜବତ କରିଛନ୍ତି।

ଯାହାର ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ 2.5ଲକ୍ଷ ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳ ର 4 ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Pick-up seized with candles while smuggling | Argus News