Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିକ-ଅପ ଭ୍ୟାନ ଓଲଟି ୨୦ ଯାତ୍ରୀ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago
ପିକ-ଅପ ଭ୍ୟାନ ଓଲଟି ୨୦ ଯାତ୍ରୀ ଗୁରୁତର 

ନବରଙ୍ଗପୁର:  ଝରିଗାଁ ଥାନା ମହଣ୍ଡି ଗ୍ରାମ ନିକଟରେ ଏକ ପିକ-ଅପ ଭ୍ୟାନ ଓଲଟି ହୋଇ ୨୦ଜଣ ଯାତ୍ରୀ ଗୁରୁତର।  ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉମରକୋଟ ମେଡିକାଲ କୁ ନିଆଯାଇଛି। ସୂଚନାନୁଯାୟୀ  ଏକମ୍ବା ଗାଁ ର ପାଖାପାଖି ୨୫ଜଣ ଲୋକ ଏକ ପିକ-ଅପ ଭ୍ୟାନ ରେ ମହଣ୍ଡି ଗ୍ରାମକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯାଉଥିଲେ।

ମହଣ୍ଡି ଗ୍ରାମ ପହଂଚିବା ପୂର୍ବରୁ ମହଣ୍ଡି ନିକଟରେ  ଭାରସାମ୍ୟ ହରାଇ ପିକ-ଅପ ଭ୍ୟାନଟି ଓଲଟି ପଡିବାରୁ ପାଖାପାଖି ୨୦ଜଣ ଗୁରୁତର ହୋଇଛନ୍ତି ଓ ଗୁରୁତର ମହିଳା ଓ ବ୍ୟକ୍ତି ମାନଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଛି । ହେଲେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି | 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pick-up van overturned, 20 seriously injured | Argus News