Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାବେଳିକାଟି ନେଚର କ୍ୟାମ୍ପର ଚିତ୍ରର ଭାଇରାଲ , ବାତ୍ୟା ମାଡରେ ନେଚର କ୍ୟାମ୍ପ ଛିନଭିନ

Odisha

ହାବେଳିକାଟି ନେଚର କ୍ୟାମ୍ପର ଚିତ୍ରର ଭାଇରାଲ , ବାତ୍ୟା ମାଡରେ ନେଚର କ୍ୟାମ୍ପ ଛିନଭିନ

Banajyotshna Ray
Browse all articles by Banajyotshna Ray
·1 year ago
ହାବେଳିକାଟି ନେଚର କ୍ୟାମ୍ପର ଚିତ୍ରର ଭାଇରାଲ , ବାତ୍ୟା ମାଡରେ ନେଚର କ୍ୟାମ୍ପ ଛିନଭିନ

ଅର୍ଗସ ବ୍ୟୁରୋ:  ସାମ୍ନାକୁ ଆସିଲା ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନର ଚିତ୍ର । ହାବେଳିକାଟି ନେଚର କ୍ୟାମ୍ପର ଚିତ୍ର ସାମ୍ନାକୁ ଆସିଛି ।  ବାତ୍ୟା ମାଡ଼ରେ ପୁରା ନେଚର କ୍ୟାମ୍ପ ଛିନ୍ ଭିନ୍ ହୋଇଯାଇଛି ।  ବାତ୍ୟା ଯୋଗୁଁ ମାଡ଼ି ଆସିଥିବା ଜୁଆର କଟେଜ ତଳୁ ବାଲି ଧୋଇ ନେଇଛି । ଜୁଆର ଏତେ ଜୋରରେ ମାଡି ଆସିଥିଲା ଯେ କଟେଜ ପିଲରରେ ସମୁଦ୍ର ପାଣି ମାଡ଼ ହେଉଥିଲା । ଗଛ ଗୁଡିକ ଉପୁଡି ପଡ଼ି ସମୁଦ୍ର କୂଳରେ ପଡିଛି । ବାତ୍ୟା ଦାନା ଭିତରକନିକାର ହାବେଳିକାଟି ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଲ କରିଥିଲା।  ବାତ୍ୟା ଯୋଗୁଁ ଭିତରକନିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
picture of habalikhati nature camp has surfaced | Argus News