ଓଲଟିଲା ତୀର୍ଥଯାତ୍ରୀ ବସ୍, ଚାଲିଗଲା ୪ ଜଣଙ୍କ ଜୀବନ
·1 year ago

ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଚାଲନ୍ତି ବାଇପାସ ଛକ ନିକଟରେ ଘରୋଇ ବସ୍ ଟି 20 ଫୁଟ ତଳକୁ ଖସି ପଡ଼ିବାରୁ 4 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । 23ରୁ ଅଧିକ ଆହତ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । 10ରୁ ଅଧିକ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। 57 ଜଣ ଯାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶରୁ ପୁରୀ ଅଭିମୂଖେ ଆସିବାବେଳେ ଘଟିଛି ଏହି ଦୁର୍ଘଟଣା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: