Pitabas Panda / ପୀତବାସଙ୍କ ସାନଭାଇଙ୍କ ମୃତ୍ୟୁ; ବର୍ଷେ ପୂର୍ବରୁ ପୂର୍ଣ୍ଣିମାରେ ପୀତବାସଙ୍କୁ ହ*ତ୍ୟା ହୋଇଥିଲା
·1 hour ago·3 min read

Key Points
ପୀତବାସଙ୍କ ପରେ ସାନ ଭାଇଙ୍କ ମୃତ୍ୟୁ
ସ୍ୱର୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସାନ ଭାଇଙ୍କ ପରଲୋକ
ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ
ବର୍ଷକ ପୂର୍ବେ କୁମାର ପୂର୍ଣ୍ଣିମାରେ ହୋଇଥିଲା ପୀତବାସଙ୍କ ହତ୍ୟା
ସ୍ୱର୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସାନ ଭାଇଙ୍କ ପରଲୋକ
ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ
ବର୍ଷକ ପୂର୍ବେ କୁମାର ପୂର୍ଣ୍ଣିମାରେ ହୋଇଥିଲା ପୀତବାସଙ୍କ ହତ୍ୟା
ଭୁବନେଶ୍ଵର/ନୂଆଦିଲ୍ଲୀ: ବ୍ରହ୍ମପୁରର ସ୍ୱର୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସାନ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅକାଳ ବିୟୋଗ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣା ବର୍ଷକ ପୂର୍ବରୁ କୁମାର ପୂର୍ଣ୍ଣିମା ତିଥିରେ ହୋଇଥିଲା । ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ କାର୍ତ୍ତିକ ପୂର୍ଣ୍ଣମାରେ ମୃତ୍ୟୁ ହୋଇଛି । ପୀତବାସ ପଣ୍ଡା ହତ୍ୟା ଘଟଣାରେ ସାନ ଭାଇ ପୂର୍ଣ୍ଣଚନ୍ଦ୍ର ହିଁ କୋର୍ଟରେ ଭାଇଙ୍କ ନ୍ୟାୟ ପାଇଁ ଲଢୁଥିଲେ । ଏମିତି କି ଏହି ମାମଲାରେ ସୁପ୍ରିମକୋର୍ଟରେ ପୂର୍ଣ୍ଣଚନ୍ଦ୍ର ହିଁ ପତିପକ୍ଷ ଥିଲେ ।
- ସୁପ୍ରିମକୋର୍ଟରେ ପୀତବାସ ପଣ୍ଡା ହତ୍ୟା ମାମଲା
- ନଭେମ୍ବର ୨୭ରେ ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି
- ଅକ୍ଟୋବର ୬ରେ ପୀତବାସଙ୍କୁ ହତ୍ୟା କରାଯାଇଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା, ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
- ହତ୍ୟା ପଛର କାରଣ କି ଅଶ୍ଲୀଳ ଫଟୋ ?
- କାଳୁଆ ଯାତ୍ରାରେ ହତ୍ୟା ଷଡ଼ଯନ୍ତ୍ର
Related Topics
Explore more stories