Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ଲାଷ୍ଟିକ ବ୍ୟାନ,  ଏପ୍ରିଲ 1 ରୁ ନିୟମ କଡା କଡ଼ି  

Odisha

ପ୍ଲାଷ୍ଟିକ ବ୍ୟାନ,  ଏପ୍ରିଲ 1 ରୁ ନିୟମ କଡା କଡ଼ି  

Manini Pattanayak
Browse all articles by Manini Pattanayak
·2 years ago
ପ୍ଲାଷ୍ଟିକ ବ୍ୟାନ,  ଏପ୍ରିଲ 1 ରୁ ନିୟମ କଡା କଡ଼ି  

 ଭୁବନେଶ୍ୱର:  ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ପ୍ଲାଷ୍ଟିକ ବ୍ୟାନ। ବ୍ଲାଷ୍ଟିକ ବ୍ୟାନ ନେଇ ସମସ୍ତ ଆର ସି ସି ଏଫ ଓ ପିସିସିଏଫ କୁ ଚିଠି ଲେଖିଲେ ପିସିସିଏଫ। ଏପ୍ରିଲ 1 ରୁ ନିୟମ କଡା କଡ଼ି ହେବା ସହ ଆରମ୍ଭ ହେବ।

 ଏନଫୋର୍ସମେଣ୍ଟ ଏସ ଏଚ ଜି ଓ ଇକୋ ଡେଭଲପମେଣ୍ଟ କମିଟି ର କର୍ମଚାରୀ  ବିକଳ୍ପ ବ୍ୟାଗ ଯୋଗାଇବେ । ଏହା ସହ ରିସର୍ଟ ଓ ଇକୋ ସେନସିଟିଭ ଅଞ୍ଚଳ ରେ ମଧ୍ୟ ବ୍ୟାନ ରହିବ ପଲିଥିନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha bans single-use plastics inside sanctuaries, national parks, tiger reserves. | Argus News