ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ , ପ୍ରେସମିଟ କରି ଦେଲେ ସୂଚନା
·2 years ago

ଅର୍ଗସ ବ୍ୟୁରୋ : ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୁପକ୍ଷ । ପ୍ରେସମିଟ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ସେ କହିଛନ୍ତି, ଆଉଟ ଅଫ ସିଲାବସ ନୁହେଁ, ଚଏସ୍ ଡେଫିସିଟ୍ ରହିଛି। ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା ।
ଅଧକ ପଢନ୍ତୁ : ଓପନ୍ ବୁକ୍ ପରୀକ୍ଷା ପାଇଁ CBSE ର ପ୍ରସ୍ତାବ
ଏକ୍ସ ରେଗୁଲାର ପିଲାଙ୍କ କ୍ଷେତ୍ରରେ ତ୍ରୁଟି ହୋଇନାହିଁ । ଯେଉଁଠି ତ୍ରୁଟି ରହିଲା ତାକୁ ନେଇ ତଦନ୍ତ କରାଯିବ । ୧୯ ନମ୍ବରର ଚଏସ୍ ଡେଫିସିଟ୍ ରହିଛି । ଯେଉଁପିଲାମାନେ ଏହି ପ୍ରଶ୍ନର ଉତ୍ତର ରଖିଥିବେ ସେମାନଙ୍କୁ ଏହି ଗ୍ରେସ ମାର୍କ ମିଳିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
