Videos
|
Odisha

ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି

Manini Pattanayak
Browse all articles by Manini Pattanayak
·2 years ago
ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର:  ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି। ଫୁଲବାଣୀ ପରେ ବଲାଙ୍ଗିରରେ ମୋଦି। ବିଜୟ ସଂକଳ୍ପ ସମାବେଶରେ ଦେଲେ ଯୋଗ।   ସମ୍ବଲପୁରୀ ଉତ୍ତରୀୟ ଦେଇ ମୋଦିଙ୍କୁ କରାଗଲା ସମ୍ବର୍ଦ୍ଧିତ।  ଜୟ ଜଗନ୍ନାଥ, ଶ୍ରୀରାମ କହି ଆରମ୍ଭ କଲେ ଅଭିଭାଷଣ। ମୋଦି ମୋଦି ନାରା ପ୍ରକମ୍ପିତ ହେଲା  ସମାବେଶ । ଏହା ପୁର୍ବରୁ ଫୁଲବାଣୀରେ ପହଞ୍ଚିଥିଲେ  ପ୍ରଧାନମନ୍ତ୍ରୀ ମୋଦି ।  

MI-17 ହେଲିକାପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀ  ଯାତ୍ରା କରିଥିଲେ  ।  ବଲାଙ୍ଗୀର ପରେ ଆଉ ୧ଟି ଜନସଭାକୁ କରିବେ ସମ୍ବୋଧନ ।   ୧.୪୫ରେ ବରଗଡ ଜନସଭାରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi in Balangir. Modi in Balangir after phubani | Argus News