Videos
|
Odisha

ରୋଡ଼ ସୋ' ରେ ଯୋଗ ଦେବାକୁ ନିବେଦନ କଲେ ଅପରାଜିତା ଷଡଙ୍ଗୀ

Smruti Parija
Browse all articles by Smruti Parija
·2 years ago
ରୋଡ଼ ସୋ' ରେ ଯୋଗ ଦେବାକୁ ନିବେଦନ କଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର:  ଆସନ୍ତା ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ । ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ଵରରେ ରୋଡ ସୋ କରିବେ ନରେନ୍ଦ୍ର ମୋଦି । ମାଷ୍ଟର କ୍ୟାଣ୍ଟନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି । ରୋଡ଼ ସୋ ରେ ଯୋଗ ଦେବାକୁ ଅଡିଓ ବାର୍ତ୍ତା ଦ୍ୱାରା ଜନସାଧାରଣଙ୍କୁ ଅପିଲ କଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । 

ଗତକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଣହୁଙ୍କାର ଦେଇଛନ୍ତି । 4 ଜୁନରେ ଏକ୍ସପାଏରୀ ହେବ ବିଜେଡି ସରକାର । 10ଜୁନରେ ଓଡ଼ିଶାରେ ବିଜେପି  ମୁଖ୍ୟମନ୍ତ୍ରୀ ଶପଥ ନେବା ନେଇ ଘୋଷଣା କରିଥିଲେ । ଓଡ଼ିଶାରେ ବିଜେଡି ହେବ ଅସ୍ତ, ଲୋକେ ବିଜେପି ଉପରେ ଆଶ୍ବସ୍ତ ହେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଜେଡି ଶିବିର ଏବେ ଥର ହର ହୋଇଛି । 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi likely to lead roadshow in Bhubaneswar on May 10-mp-aparajita-sarangi-appeal-people-to-participate-in-rally | Argus News