Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Podcast with Anandini Dasi / ଜଗନ୍ନାଥଙ୍କ ପ୍ରେମରେ ବିଦେଶିନୀ...ଆର୍ଜେଣ୍ଟିନାରୁ ଚାଲି ଆସିଲେ ଓଡ଼ିଶା

Santosh Kumar Sahoo
Browse all articles by Santosh Kumar Sahoo
·6 months ago

Key Points

ପାଶ୍ଚାତ୍ୟ ଜୀବନ ଶୈଳୀକୁ ତ୍ୟାଗ କରି ସେ ୧୬ ହଜାର କିଲୋମିଟର ଧାଇଁ ଆସିଛନ୍ତି- କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ।
ଆର୍ଜେଣ୍ଟିନାରୁ ଓଡ଼ିଶା, ଭାରତନାଟ୍ୟମରୁ ଓଡ଼ିଶୀ... ପାଶ୍ଚାତ୍ୟ ଜୀବନ ଶୈଳୀକୁ ତ୍ୟାଗ କରି ସେ ୧୬ ହଜାର କିଲୋମିଟର ଧାଇଁ ଆସିଛନ୍ତି- କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ । ସଂଘର୍ଷମୟ ଜୀବନ ଭିତରେ ସେ ଓଡ଼ିଆ ସଂସ୍କୃତିକୁ ଆପଣାଇ ନେଇଛନ୍ତି, ପ୍ରେରଣାଦାୟୀ ରହିଛି ତାଙ୍କର ଯାତ୍ରା । ଅର୍ଗସ୍ ଡିଜିଟାଲ୍‌ର ପଡକାଷ୍ଟରେ ଆସନ୍ତୁ ଭେଟିବା ଆନନ୍ଦିନୀ ଦାସଙ୍କୁ । ଯେଉଁଠି ସେ ଖୋଲି କହିଛନ୍ତି ତାଙ୍କର ଉଲ୍ଲେଖନୀୟ ଅଭିଜ୍ଞତା...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Argentina to Odisha: A Journey of Faith and Culture | Argus News