Videos
|
Odisha

ଚିଲିକା ମଝିରେ ଅଟକିଗଲା ଭସାପୋଲ

Ritu Das
Browse all articles by Ritu Das
·1 year ago
ଚିଲିକା ମଝିରେ ଅଟକିଗଲା ଭସାପୋଲ

ଅର୍ଗସ ବ୍ୟୁରୋ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ହଠାତ୍ ଅଟକିଗଲା ଯାତ୍ରୀବାହୀ ଭସାପୋଲ। ପୁରୀ ଜିଲ୍ଲା ସାତପଡା ନିକଟ ଚିଲିକା ମଝିରେ ଫସି ରହିଛି ଏହି  ଯାତ୍ରୀବାହୀ ଭସାପୋଲ। 

ଭସାପୋଲ ଟି ସାତପଡା ରୁ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟ କୁ  ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୧ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିଥିବା ଦେଖିବାକୁ ମିଳିଛି । ଏହି  ଭସାପୋଲ ରେ ଗୋଟିଏ ଯାତ୍ରୀବାହୀ ବସ୍ , ୨ ଟି ୪ ଚକିଆ ଯାନ, ୧୦ ଟି ବାଇକ୍  ସହିତ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pol stopped | Argus News