Videos
|
Odisha

ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago
ବାଂଲାଦେଶ ନାବାଳିକା ଉଦ୍ଧାର,  ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ:  କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦମ୍ପତି ହେଲେ ଓମ୍‌ ପ୍ରକାଶ ଚୌଧୁରୀ ଓ ପତ୍ନୀ ଜାସ୍ମିନ ଚୌଧୁରୀ । ଗିରଫ ଦମ୍ପତି ନାବାଳିକାକୁ ଯୌନ କାର୍ଯ୍ୟରେ ନିୟୋଜିତ କରୁଥିଲେ । କଟକ ଡିସିପି ଜଗମୋହନ ମୀନା ଏନେଇ ସୂଚନା ଦେଇଛନ୍ତି । ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି । ଅନେକ ସନ୍ଦିଗ୍ଧ ପୋଲିସର ସ୍କାନରରେ ଅଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police arrest broker husband, wife | Argus News