Videos
|
Odisha

୮ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ

Swayangprajna Mishra
Browse all articles by Swayangprajna Mishra
·2 years ago
୮ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ

କଟକ : ୮ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। ଏକ କେଶ ସଂକ୍ରାନ୍ତରେ ଦଫା କୋହଳ କରିବା ଓ ନାଁ କଟିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଥାନା ପରିସରରୁ ହିଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରେଡ଼ ହ୍ୟାଣ୍ଡେଡ଼ ଧରାପଡିଲେ। ଧରାପଡିଥିବା ପୋଲିସ ଏଏସଆଇ ହେଉଛନ୍ତି ଆଲୋକ କୁମାର ଷଡ଼ଙ୍ଗୀ।

ଅଧିକ ପଢନ୍ତୁ : 10 ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଏପରି ଘଟଣା ଘଟିଛି କଟକ ଜିଲ୍ଲା ଭଦରେଶ୍ୱର ଥାନାରେ। ଏହି ଥାନା ଅନ୍ତର୍ଗତ ନାହଙ୍ଗ ଗାଁର ଜଗବନ୍ଧୁ ରାଉତଙ୍କ ଠାରୁ ଲାଂଚ ନେଉଥିବା ବେଳେ ପୂର୍ବରୁ ସଜାଗ ଥିବା ଭିଜିଲାନ୍ସ ଟିମ ହାତରେ ସେ ଧରପଡିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police caught by the vigilance after taking a bribe of 8 thousand rupees | Argus News