Videos
|
Odisha

ରଥଟଣାକୁ ନେଇ ପୋଲିସ ବିଭାଗର ମକଡ୍ରିଲ: ଏଡିଜି କଲେ ସମୀକ୍ଷା

Ritu Das
Browse all articles by Ritu Das
·2 years ago
ରଥଟଣାକୁ ନେଇ ପୋଲିସ ବିଭାଗର ମକଡ୍ରିଲ: ଏଡିଜି କଲେ ସମୀକ୍ଷା

ଅର୍ଗସ ବ୍ୟୁରୋ: ରଥ ଟଣାକୁ ନେଇ ପୋଲିସ ବିଭାଗର ମକଡ୍ରିଲ। ଏଡିଜି ନିଜେ ମକଡ୍ରିଲର କଲେ ସମୀକ୍ଷା। ସୁରକ୍ଷା ବ୍ୟବସ୍ଥାର କଲେ ଅନୁଧ୍ୟାନ। ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଛି। ତିନୋଟି ପୋଲିସ ଜିପକୁ ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଛି ରଥଟଣା। 

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ୟାସ କରାଯାଇଛି । ଭିଡ଼ ଭିତରେ ରଥ ଗୁଡ଼ିକ କିଭଳି ଟଣାଯିବ ତାଲାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Police department's | Argus News