Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେହରେ ଟେପ୍‌ ଲଗାଇ ଗଞ୍ଜେଇ ଚାଲାଣ,  4 ଅଭିଯୁକ୍ତ ଗିରଫ

Odisha

ଦେହରେ ଟେପ୍‌ ଲଗାଇ ଗଞ୍ଜେଇ ଚାଲାଣ,  4 ଅଭିଯୁକ୍ତ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
ଦେହରେ ଟେପ୍‌ ଲଗାଇ ଗଞ୍ଜେଇ ଚାଲାଣ,  4 ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ସଫଳତା । ଦେହରେ ଟେପ ଲଗାଇ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ହେଉଥିବା ବେଳେ 4 ଅଭିଯୁକ୍ତ କୁ ଧରିଛି ପୋଲିସ । ସୂଚନା ମୁତାବକ ବାଲିମେଳା ନିକଟସ୍ଥ mv 37 ଗାଁ ନିକଟରେ ଅଭିଯୁକ୍ତ ମାନେ ସନ୍ଦେହ ଜଣକ ଅବସ୍ଥାରେ ରାସ୍ତା କଡରେ ଛିଡା ହୋଇ ଗାଡି କୁ ଅପେକ୍ଷା କରିଥିଲେ ।

ପାଟ୍ରୋଲିଂ ଗାଡି ଯିବା ସମୟରେ ପୋଲିସ ଗାଡି କୁ ଦେଖି ସେମାନେ ଦୌଡ଼ିବାକୁ ପ୍ରୟାସ କରିବା ସମୟରେ 4 ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ । ତଦନ୍ତ ପରେ ଅଭିଯୁକ୍ତମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର ହୋଇଥିବା ଜଣାପଡ଼ିଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡା ରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ଯାଉଥିବା ପୋଲିସ ସୂଚନା ଦେଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Police have arrested 4 accused while selling Maharashtra marijuana with tape on their bodies. | Argus News