Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଲରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ

Banajyotshna Ray
Browse all articles by Banajyotshna Ray
·1 year ago
ଜେଲରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ

ଅର୍ଗସ ବ୍ୟୁରୋ:  ବରଗଡ଼ ଜେଲରେ ପୋଲିସର ଚଢ଼ାଉ l ଚଢ଼ାଉ ବେଳେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ । ଜେଲ ଭିତରକୁ ଏତେ ପରିମାଣର ନିଶା ଦ୍ରବ୍ୟ କେମିତି ଆସିଲା ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଜେଲର ସଲମାନ୍ କୁଜୁରଙ୍କୁ ଏନେଇ ପଚରା ଉଚରା କରାଯିବା ସହ ତଦନ୍ତ ହେବ ବୋଲି କହିଛନ୍ତି ବରଗଡ଼ ଏସପି ପି ଏସ ମୀନା l ୨ ପ୍ଲାଟୁନ ଫୋର୍ସ ସହ ୧୪ ଅଫିସରଙ୍କ ଉପସ୍ଥିତିରେ ହୋଇଥିଲା ଚଢ଼ାଉ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police raided the jail, seized a large amount of drugs | Argus News