Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ୍‌ 

Odisha

୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ୍‌ 

Manini Pattanayak
Browse all articles by Manini Pattanayak
·1 year ago
୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ୍‌ 

 କଟକ:  ଗୋରୁ ଚୋରାଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ିକୁ ଜବତ କଲା କାନପୁର ପୋଲିସ୍। ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ଵର ଛକରେ ଏକ ଗୋରୁ ଚୋରା ଚାଲାଣ ହେଉଥିବା ୧୪ ଚକିଆ  ଗୋରୁ ବୋଝେଇ ଟ୍ରକ ଜବତ କରିବା ସହ ଗୋରୁ ଗାଈମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପରେ  ପ୍ରାଥମିକ ଚିକିତ୍ସା କରି  ଗୋଶାଳାକୁ ପଠାଇ ଦେଇଛି ପୋଲିସ୍ l

ଗାଡ଼ିରେ ୫୦ରୁ ଅଧିକ ଗୋରୁ ଚାଲାଣ ହେଉଥିବାର ବେଳେ ଅତି ଅମାନୁଷିକ ଭାବେ ଗୋରୁ ଗୁଡିକୁ ଟ୍ରକରେ ଅଣଯାଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି ସୂଚନା ଦେଇଛନ୍ତି କାନପୁର ଥାନା ଅଧିକାରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police rescued more than 50 cattle in Cuttack Badamba | Argus News