Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଇକମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ

Odisha

ପାଇକମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ

Swayangprajna Mishra
Browse all articles by Swayangprajna Mishra
·2 years ago
ପାଇକମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ

ବରଗଡ : ପୋଲିସ ମାଓବାଦୀ ଗୁଳି ବିନିମୟ । ବରଗଡ ପାଇକାମାଳ ଜଙ୍ଗଲରେ ପୋଲିସ- ମାଓବାଦୀ ମୁହାଁମୁହିଁ । କମ୍ବିଂ ଅପରେସନ ଜାରି , ଘଟଣାସ୍ଥଳ ଯାଉଛନ୍ତି ବରିଷ୍ଠ ଅଧିକାରୀ । ଏପର୍ଯ୍ୟନ୍ତ କୌଣସି ଆହତ ହୋଇଥିବା ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ : ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ଲାଲବହିନୀ

ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଏହି ଅଞ୍ଚଳରେ ମାଓବାଦୀଙ୍କ ଦବଦବା ଦେଖିବାକୁ ମିଳିଥିଲା । ଏବେ ଅନେକ ଦିନ ପରେ ପୁଣି ଏପରି ଘଟଣା ସାମ୍ନାକୁ ଆସିଛି । ମାଓବାଦୀ ମାନେ ପୁଣି ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
police terrorist firing on paikamala baragarh | Argus News