Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକଙ୍କ ଉପରେ ଚଢ଼ିଗଲା ପୋଲିସ ଭ୍ୟାନ୍, 2 ଆହତ

Odisha

ଲୋକଙ୍କ ଉପରେ ଚଢ଼ିଗଲା ପୋଲିସ ଭ୍ୟାନ୍, 2 ଆହତ

Smruti Parija
Browse all articles by Smruti Parija
·1 year ago
ଲୋକଙ୍କ ଉପରେ ଚଢ଼ିଗଲା ପୋଲିସ ଭ୍ୟାନ୍, 2 ଆହତ

କଟକ:  ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା ପୋଲିସ ଭ୍ୟାନ୍। କଟକ ବିଜୁ ପଟ୍ଟନାୟକ ଛକରେ ସାଇକେଲ ଚାଳକ ଏବଂ ଜୋତା ସିଲେଇ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ପୋଲିସ ଗାଡ଼ି ମାଡ଼ି ଯାଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଭ୍ୟାନର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police van ran over people, 2 injured | Argus News