Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ ଦିନରେ ନିୟନ୍ତ୍ରଣକୁ ଆସୁଛି ଆଳୁ ଦର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୨ ଦିନରେ  ନିୟନ୍ତ୍ରଣକୁ ଆସୁଛି ଆଳୁ ଦର

ଅର୍ଗସ ବ୍ୟୁରୋ : ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଆଳୁ ଦର । ଖୁଚୁରା ଭାବେ କେଜି ପିଛା ୩୫ ରୁ ୪୦ ଟଙ୍କା ଦରରେ ବିକ୍ରି ହେଉଛି । ହୋଲସେଲରେ ଆଳୁ ଦର ୨୮ ଟଙ୍କା ରହିଛି । ଦୁଇ-ତିନି ଦିନ ଭିତରେ ନିୟନ୍ତ୍ରଣକୁ ଆସିବ ଆଳୁଦର । ଦୁଇଦିନ ତଳେ କେଜି ପିଛା ୪୫ ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଥିଲା ଆଳୁ । ଆଉ ଆଜି ବଜାରରେ ଆଳୁ କେଜି ପିଛା ବିକ୍ରୀ ହେଉଛି ୩୫ ରୁ ୪୦ଟଙ୍କା ।

ଅଧିକ ପଢନ୍ତୁ : ମୋହନ-ମମତାଙ୍କ ଆଲୋଚନା ପରେ ଫିଟୁଛି ଆଳୁ ସଙ୍କଟ ସମାଧାନର ବାଟ

ପଶ୍ଚିମବଙ୍ଗରୁ ଆଳୁ ଗାଡି ନ ଆସିବା କାରଣରୁ ଆଳୁ ଅଭାବ ଦେଖା ଦେଇଥିଲା । ଏବେ ସମ୍ପୂର୍ଣ ସ୍ଥିତି ସୁଧୁରି ନଥିଲେ ମଧ୍ୟ ଧିରେ ଧିରେ ଦର ନିୟନ୍ତ୍ରଣକୁ ଆସୁଛି । ୨ ରୁ ୩ ଦିନ ଭିତରେ ଆଳୁ ଦର ସମ୍ପୂର୍ଣ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potato prices are coming under control in 2 days | Argus News