|
logo
Live
Argus News App
GET APP

Argus News - ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ

Odisha

ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଁଞ୍ଚିଲା ଆଳୁ ଗାଡ଼ି । କଟକ ଛତ୍ରବଜାରରେ ସକାଳୁ ସକାଳୁ ଗୋଟିଏ ଆଳୁ ଟ୍ରକ ପହଁଚିଛି । ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା 300 ଟ୍ରକ୍ ଆଳୁ। ଆଳୁ ଆସିବା ପରେ ବର୍ଦ୍ଧିତ ଦରରେ ଲାଗିପାରେ ରୋକ୍ ।... ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର। ତେଣୁ ଟିଏମସି ସରକାର ବେଶୀ ଦିନ ଏପରି ମନମାନୀ କରିପାରିବେ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମନମାନୀ ଯୋଗୁଁ ରାଜ୍ୟ ସାରା ଦେଖାଦେଇଛି ଆଳୁ ସଂକଟ। କେଉଁଠି ଆଲୁ କିଲୋ ପିଛା ୪୦ ତ କେଉଁଠି ୪୫ ଟଙ୍କାରେ ହେଉଛି ବିକ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ | Argus News