Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ

Odisha

ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ

Smruti Parija
Browse all articles by Smruti Parija
·1 year ago·1 min read
ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ

ଭୁବନେଶ୍ୱର: ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ । ଉତ୍ତରପ୍ରଦେଶରୁ ଆଳୁ ଆସିଲେ ବି ଦର ଅଧିକ ହେବ ନାହିଁ । ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ବଣିକ ମହାସଂଘ ସହ ଆଲୋଚନା ହୋଇଛି । ଉତ୍ତରପ୍ରଦେଶ ଆଳୁ କ୍ବାଲିଟି ବହୁତ ବଢିଆ । ଆମେ ବାରମ୍ବାର ବ୍ଲାକ ମେଲର ଶିକାର ହେବା ଅପେକ୍ଷା ‍ସ୍ବାଭିମାନ ସହ ଆମ ବ୍ୟବସାୟୀ ବ୍ୟବସାୟ କରିବେ ।

ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ଜୁଲୁମ କରୁଛି । ପୋଲିସ ପ୍ରଶାସନ ହଇରାଣ କରୁଛନ୍ତି । ୩୦ କି.ମି ଦୂରରେ ଅଟକାଇ ୪୦ ହଜାର ଏବଂ ୫୦ ହଜାର ଟଙ୍କା ମାଗୁଛନ୍ତି ନଦେଲେ ମାଡ଼ ମାରୁଛନ୍ତି । ୩ ଟ୍ରକ୍ ଆଳୁ ୟୁପିରୁ ଆସି ସାରିଛି ।  ପଶ୍ଚିମବଙ୍ଗ ସରକାର ଆମ ଆଳୁ ବ୍ୟବସାୟୀଙ୍କୁ ହଇରାଣ କରୁଛି । ଧୀରେ ଧୀରେ ଆମେ ପଶ୍ଚିମବଙ୍ଗ ପରିବର୍ତ୍ତେ ୟୁପିରୁ ଆଳୁ ଆଣିବୁ । ଆମ ରାଜ୍ୟର ସ୍ବାଭିମାନ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potatoes will come from Uttar Pradesh, not West Bengal | Argus News