Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପଦ୍ମ ଧରିପାରନ୍ତି ପ୍ରଭାସ ସିଂ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ପଦ୍ମ ଧରିପାରନ୍ତି ପ୍ରଭାସ ସିଂ

ଅର୍ଗସ ବ୍ୟୁରୋ:  ଆଜି ପଦ୍ମ ଧରିପାରନ୍ତି ପ୍ରଭାସ ସିଂ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇପାରନ୍ତି ପ୍ରଭାସ ସିଂ । 2014ରୁ 2019 ପର୍ଯ୍ୟନ୍ତ ବରଗଡ଼ର ସାଂସଦ ଥିଲେ ପ୍ରଭାସ ସିଂ। ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prabhas Singh can change the party today | Argus News