|
logo
Live

Argus News - ବିଜେଡିରୁ ଇସ୍ତଫା ଦେଲେ ପ୍ରଭାସ ସିଂ

Odisha

ବିଜେଡିରୁ ଇସ୍ତଫା ଦେଲେ ପ୍ରଭାସ ସିଂ

Ritu Das
Browse all articles by Ritu Das
·2 years ago
ବିଜେଡିରୁ ଇସ୍ତଫା ଦେଲେ ପ୍ରଭାସ ସିଂ

ଅର୍ଗସ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ପ୍ରଭାସ ସିଂ । ବରଗଡ଼ର ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ କୁମାର ସିଂଙ୍କ ଇସ୍ତଫା । 
ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଲେ ପ୍ରଭାସ ।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ବରଗଡ଼ ସାଂସଦ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେଡିରୁ ଇସ୍ତଫା ଦେଲେ ପ୍ରଭାସ ସିଂ | Argus News