Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ

ଅର୍ଗସ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି  ମିଶ୍ରଣ ପର୍ବରେ ଯୋଗଦେଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ ବରିଷ୍ଠ ନେତାଗଣ ଉପସ୍ଥିତ ଥିଲେ । ପ୍ରଶାନ୍ତଙ୍କ ସହ ଅନେକ କର୍ମୀ ବିଜେପିରେ ହେଲେ ସାମିଲ । ବିଜେପି ସହପ୍ରଭାରୀ ଲତାଉସେଣ୍ଡି ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ : ବିଜେପିରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prashant Jagdev joined BJP | Argus News