Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ପୂର୍ବରୁ ଦଳୀୟ ଟିକେଟ ଘୋଷଣା କରିଦେଲେ ପ୍ରତାପ ଜେନା

Banajyotshna Ray
Browse all articles by Banajyotshna Ray
·2 years ago
ନବୀନଙ୍କ ପୂର୍ବରୁ ଦଳୀୟ ଟିକେଟ ଘୋଷଣା କରିଦେଲେ ପ୍ରତାପ ଜେନା

ଅର୍ଗସ ବ୍ୟୁରୋ:  ନବୀନଙ୍କ ପୂର୍ବରୁ ଦଳୀୟ ଟିକେଟ ଘୋଷଣା କରିଦେଲେ ପ୍ରତାପ ଜେନା । ସାଲେପୁର ବିଧାନସଭା ଆସନ ପାଇଁ ପ୍ରତାପଙ୍କ ପ୍ରାଥି ଘୋଷଣା । ପ୍ରଶାନ୍ତଙ୍କୁ ଆଗୁଆ ସାଲେପୁର ଟିକେଟ ଦେଇ ଦେଲ ପ୍ରତାପ ଜେନା। ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଙ୍କ ଉପସ୍ଥିତିରେ ଟିକେଟ କଲେ ଘୋଷଣା । ସାଲେପୁରର ଏକ ସଭାରେ ଏମିତି ଘୋଷଣା କରିଛନ୍ତି ପ୍ରତାପ। ଖାଲି ସେତିକି ନୁହେଁ ପ୍ରଶାନ୍ତ ଏଥର ୫୦ ହଜାର ଭୋଟରେ ଜିତିବେ ବୋଲି ମଧ୍ୟ ସେ କହିଛନ୍ତି। ତେବେ ସୁପ୍ରିମୋଙ୍କ ଆଗରୁ କେମିତି ଦଳୀୟ ଟିକେଟ ଘୋଷଣା କରିଦେଲେ ପ୍ରତାପ । ପ୍ରତାପ ଜେନା କଣ ନବୀନଙ୍କ ଉପରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pratap Jena announced the party ticket before Naveen | Argus News