Videos
|
Odisha

ମୋଦିଙ୍କୁ ସୂର୍ଯ୍ୟ, ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କଲେ ପ୍ରତାପ ଷଡ଼ଙ୍ଗୀ  

Manini Pattanayak
Browse all articles by Manini Pattanayak
·2 years ago
ମୋଦିଙ୍କୁ ସୂର୍ଯ୍ୟ, ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କଲେ ପ୍ରତାପ ଷଡ଼ଙ୍ଗୀ  

ଭୁବନେଶ୍ୱର:  ମୋଦିଙ୍କୁ ସୂର୍ଯ୍ୟ ଆଉ ଖଡଗେଙ୍କୁ ଜୁଳୁଜୁଳିଆ ପୋକ ସହ ତୁଳନା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଖଡଗେଙ୍କ ଗସ୍ତ ନେଇ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । କଂଗ୍ରେସର ଡବଲ ଷ୍ଟାଣ୍ଡଡ ଯୋଗୁଁ ତଳକୁ ଖସି ଖସି ଯାଉଛି ।

ଖଡଗେ, ରାହୁଲ ଆସିଲେ କିଛି ପ୍ରଭାବ ନାହିଁ । ଫ୍ୟୁଜ ହୋଇଥିବା ବଲ ଜଳିବନି । ମୋଦି ଖଡ଼ଗେ ସମାନ ନୁହଁନ୍ତି । ସୂର୍ଯ୍ୟ ଉଦୟ ହେଲେ  ଅନ୍ଧାର  ଦୂର ହୁଏ ଆଉ ଜୁଳୁଜୁଳିଆ ପୋକରେ ଅନ୍ଧାର ଦୂର ହୁଏନି । କଂଗ୍ରେସର ପ୍ରଭାବ କମିଛି । ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି । ପରିବାରବାଦୀ, ଏକଛତ୍ରବାଦ ପାର୍ଟି ଗୋଟେ ପଟେ ଆଉ ମୋଦି ଆଉ ଗୋଟେ ପଟେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pratap Shadangi compared Modi to Surya and Khadge to a firefly | Argus News