Raped by Pastor / ସ୍ୱାମୀକୁ ମଦରେ ଔଷଧ ମିଶାଇ ପିଆଇଲା, ଗର୍ଭବତୀ ସ୍ତ୍ରୀକୁ ଦୁଷ୍କର୍ମ କଲା
·2 weeks ago·2 min read

Key Points
ସ୍ୱାମୀକୁ ମଦରେ ଔଷଧ ମିଶାଇ ପିଆଇଲା
ଗର୍ଭବତୀ ସ୍ତ୍ରୀକୁ ଦୁଷ୍କର୍ମ କଲା
ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ପାଷ୍ଟର ଫେରାର୍

ଭବାନୀପାଟଣା, ୧୩/୦୮: ଭବାନୀପାଟଣା ସଦର ଥାନା ଅଞ୍ଚଳରେ ପ୍ରାର୍ଥନା ଆଳରେ ଜଣେ ୮ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏ ନେଇ ସଦର ଥାନାରେ ମାମଲା ରୁଜୁ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଥିବା ବେଳେ ପୁଲିସ ଟିମ୍ ତାକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅଞ୍ଚଳର ଜଣେ ମହିଳା ୮ମାସର ଗର୍ଭବତୀ ଥିଲେ। ତାଙ୍କ ଦେହ ବିଭିନ୍ନ ସମୟରେ ଅସୁସ୍ଥ ରହୁଥିବା ଯୋଗୁଁ ପରିବାରବର୍ଗ ଚିନ୍ତାରେ ରହୁଥିଲେ । :
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଅଞ୍ଚଳ ଠେମରା ଗ୍ରାମର ଜଣେ ପାଷ୍ଟର ସମ୍ପୃକ୍ତ ମହିଳାଙ୍କୁ ପ୍ରାର୍ଥନା ଦ୍ବାରା ସୁସ୍ଥ କରିଦେବେ ବୋଲି ତାଙ୍କ ସ୍ବାମୀଙ୍କୁ କହିଥିଲେ। ଉଭୟ ସ୍ଵାମୀ ସ୍ତ୍ରୀ ଗତ ଅଗଷ୍ଟ ୭ତାରିଖ ମଧ୍ୟାହ୍ନ ୧୨ଟାରେ ପାଷ୍ଟରଙ୍କ ଘରେ ପହଞ୍ଚିଥିଲେ । ସ୍ବାମୀ ସ୍ତ୍ରୀଙ୍କୁ ତାଙ୍କ ଘରେ ୨ରୁ ୩ଦିନ ରହିବାକୁ ପଡିବ ବୋଲି କହିଥିଲେ। ସେଠାରେ ସେମାନେ ରହିଥିଲେ। ସେଠାରେ ପାଷ୍ଟର ତାଙ୍କ ସ୍ବାମୀଙ୍କ ମଦରେ ଔଷଧ ମିଶାଇ ପିଆଇ ଦେଇଥିଲେ। ଫଳରେ ସ୍ବାମୀ ଅତେତ ହୋଇ ଯାଇଥିଲେ। ପରେ ମହିଳା ଜଣଙ୍କ ଦୁଷ୍କର୍ମ କରିଥିଲେ ।
ପଢନ୍ତୁ ଏହି ଖବର: କାରରୁ ଟାଣିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଗିରଫ
ସେ ଯେତେ ଚିତ୍କାର କଲେ ମଧ୍ୟ କେହି ଶୁଣି ନଥିଲେ । ପରେ ମହିଳା ତାଙ୍କ ସ୍ବାମୀଙ୍କୁ ନିଦରୁ ଉଠାଇ ସମସ୍ତ ଘଟଣା ବଖାଣିଥିଲେ। ତାଙ୍କ ସ୍ବାମୀଙ୍କୁ ପୂର୍ବରୁ ମଦରେ ଔଷଧ ମିଶାଇ ଦେଇଥିବା ଯୋଗୁଁ ନିଦରେ ଶୋଇପଡିଥିବା କହିଥିଲେ। ଏହି ଘଟଣା ପରେ ସ୍ଵାମୀ ସ୍ତ୍ରୀ ଘଟଣା କୁ ପ୍ରଘଟ କଲେ ଜୀବନରେ ମାରିଦେବ ବୋଲି ଧମକ ଦେବା ସହ ଉଭୟଙ୍କୁ ମାଡ଼ ମାରିଥିଲା | ସେଠାରୁ ସେମାନେ ଜୀବନ ବିକଳରେ ଘରକୁ ଫେରିଥିଲେ। ଏହି ଘଟଣା ନେଇ ସମ୍ପୃକ୍ତ ମହିଳା ଭବାନୀପାଟଣା ସଦର ଥାନାରେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏତଲା ଦେଇଥିଲେ । ସଦର ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ସମ୍ପୃକ୍ତ ପାଷ୍ଟର ଗାଁରୁ ଫେରାର ହୋଇଛି | ପୁଲିସର ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ପୁଲିସ କହିଛି। ଏହା ଘଟଣାଟି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ପୁଲିସକୁ ପଚାରିବାରୁ ଏହି ଘଟଣା ଅଗଷ୍ଟ ୮ରେ ଘଟିଥିବା ବେଳେ ଅଗଷ୍ଟ ୧୦ରେ ଏତଲା ଦେଇଛନ୍ତି ତଦନ୍ତ ଜାରି ରହିଛି। ଘଟଣା ଦିନ ଠାରୁ ସେ ଫେରାର ଅଛି ବୋଲି କହିଥିଲେ |
Related Topics
Explore more stories