Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନକ ପରେ ଧବଳେଶ୍ୱରରେ ପାଳିତ ହେବ ମହାଶିବରାତ୍ରି

Manini Pattanayak
Browse all articles by Manini Pattanayak
·2 years ago
ଦିନକ ପରେ ଧବଳେଶ୍ୱରରେ ପାଳିତ ହେବ ମହାଶିବରାତ୍ରି

 କଟକ:  ଦିନକ ପରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ରେ ପାଳିତ ହେବ ମହାଶିବରାତ୍ରି ପାଇଁ ପ୍ରଶାସନିକ ଏବଂ ପୂଜକ ସମାଜ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ୪ ପ୍ରହର ପୂଜା ପରେ ରାତି ପ୍ରାୟ ୧ ଟା ସମୟରେ ବାବା ଧବଳେଶ୍ଵର ଙ୍କ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।

ମହାନଦୀ ରେ କଂକ୍ରିଟ ସେତୁ ନିର୍ମାଣ ପରେ ଶ୍ରଦ୍ଧାଳୁ ଙ୍କ ସମାଗମ ବହୁ ମାତ୍ରାରେ ହେବାର ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ସେହିପରି ପୂଜକ ସମିତି ପକ୍ଷରୁ ମହାଶିବରାତ୍ରି ରେ କିପରି ଶ୍ରଦ୍ଧାଳୁମାନେ ପୀଠରେ ଶାନ୍ତିଶୃଙ୍ଖଳା ର ସହିତ ଦୀପ ଜାଳିବେ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Preparations for Mahashivratri, which will be held at Odisha's famous Shivpitha Dhabaleswar a day later, have reached the final stage by the administrative and worshiping community. | Argus News