Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଦାନା ପାଇଁ ପ୍ରସ୍ତୁତି, ସମୁଦ୍ର ବେଳାଭୂମିରେ ସତର୍କଘଣ୍ଟି 

Manini Pattanayak
Browse all articles by Manini Pattanayak
·1 year ago
ବାତ୍ୟା ଦାନା ପାଇଁ ପ୍ରସ୍ତୁତି, ସମୁଦ୍ର ବେଳାଭୂମିରେ ସତର୍କଘଣ୍ଟି 

ବାଲାଶ୍ୱର: ବାତ୍ୟା ଦାନା ପାଇଁ ପ୍ରସ୍ତୁତି । ସମୁଦ୍ର ବେଳାଭୂମିରେ ସତର୍କଘଣ୍ଟି । ବାଲେଶ୍ବର ଜିଲ୍ଲା ଭୋଗରାଇ ର ତାଳସାରି, ଉଦୟ ପୁର, କିର୍ତ୍ତନୀୟା,ରଣସଂପୁର ,ବେଳାଭୂମିରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟ ଜିବି ମାନଙ୍କୁ ସତର୍କ କରାଯାଉଛି ।

କିଛି ମତ୍ସ୍ୟ ଜିବି ନିଜ ନିଜର ଡଙ୍ଗାକୁ କୂଳକୁ ନେଇ ଆସିଥିବା ଦେଖିବାକୁ ମିଳିଛି। ଡ଼ଙ୍ଗାକୁ କିଭଳି ସୁରକ୍ଷିତ ସ୍ଥାନରେ ରଖା ଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ସେପଟେ ସମୁଦ୍ର କୁଳିଆଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରୁଛି ପ୍ରଶାସନ l

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prepare for storm surge, beach warning in balasore | Argus News