Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେବୃଆରୀ ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Manini Pattanayak
Browse all articles by Manini Pattanayak
·2 years ago
ଫେବୃଆରୀ ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପୁଦୀ ମୁର୍ମୁ।  ୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ମୟୂରଭଞ୍ଜ ଗସ୍ତରେ ଯିବେ  ମହାମହିମ  । ଗସ୍ତରେ  ଖିଚିଂର କିଚକେଶ୍ୱରୀ ମନ୍ଦିର  ଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି।  ଏନେଇ ରାଷ୍ଟ୍ରପତି ଭବନରୁ ଖିଚିଂର ମା’ କିଚକେଶ୍ୱରୀ ମନ୍ଦିର କାର୍ଯ୍ୟାଳୟକୁ ଇ-ମେଲ ଆସିଛି ।  

ମା’ କିଚକେଶ୍ୱରୀ ମନ୍ଦିର ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ଦିଆ ଯାଇଥିଲା ନିମନ୍ତ୍ରଣ ପତ୍ର । ଏନେଇ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମା’ କିଚକେଶ୍ବରୀ କାର୍ଯ୍ୟାଳୟକୁ ଆସିଛି ଇ- ମେଲ ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupudi Murmu is coming to Odisha. President Draupadi Murmu will come to Odisha on February 29. | Argus News