Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ମହାମହିମ ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago
ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ମହାମହିମ ରାଷ୍ଟ୍ରପତି

ପୁରୀ : ଶ୍ରୀମନ୍ଦିରରୁ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ସାରି ବାହାରିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ।  ଦେଶ ତଥା ଓଡ଼ିଶାର ସୁଖ, ସମୃଦ୍ଧି କାମନା କଲେ ମହାମହିମ ।

ଅଧିକ ପଢନ୍ତୁ : ବଡଦାଣ୍ଡରେ ଚାଲିଚାଲି ଗଲେ ରାଷ୍ଟ୍ରପତି

ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତେ ଆନନ୍ଦରେ ରୁହନ୍ତୁ କହିଲେ ରାଷ୍ଟ୍ରପତି । ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନାର ଶୌର୍ଯ୍ୟ ଦେଖିବେ ମାଡାମ୍ ପ୍ରେସିଡେଣ୍ଟ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president returned after seeing lord shree jagannath | Argus News