ଆସନ୍ତା ୨୯ରେ ଖିଚିଂ ଆସିବେ ମହାମହିମ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
·2 years ago

ମୟୂରଭଞ୍ଜ: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ । ଆସନ୍ତା ୨୯ରେ ମହାମହିମ ଖିଚିଂ ଆସୁଥିବାରୁ ସ୍ଥିତି ଅନୁଧ୍ୟନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ଜୋରସୋରରେ ପାଣ୍ଡୁରସିଳୀ ଗାଁରେ ୩ ଟି ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଚାଲିଛି ।
ଶୁକୃଲି ଆସି ପାଣ୍ଡରଶିଳ ଗାଁରେ ନିର୍ମାଣ ଚାଲିଥିବା ଅସ୍ଥାୟୀ ହେଲିପ୍ୟାଡ଼ ସ୍ଥାନ ବୁଲି ଦେଖିଛନ୍ତି । ଏହାସହ ଖିଚିଂ ମନ୍ଦିର ଚାରିପାଖରେ ସ୍ଥିତି ପରଖିବା ସହ ଖୁବଶୀଘ୍ର କାମ ଶେଷ କରିବାକୁ କରଞ୍ଜିଆ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତିଙ୍କ ପ୍ରଥମ ଖିଚିଂ ଗସ୍ତଥିବାରୁ ବେଶ ଖୁସି ଅଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: