Videos
|
Odisha

ଦଳ ଚାହିଁଲେ ବଡମ୍ବା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବି :  ସମ୍ବିତ ତ୍ରିପାଠୀ  

Manini Pattanayak
Browse all articles by Manini Pattanayak
·2 years ago
ଦଳ ଚାହିଁଲେ ବଡମ୍ବା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବି :  ସମ୍ବିତ ତ୍ରିପାଠୀ  

କଟକ: ବଡମ୍ବାରେ ସମ୍ବିତ ତ୍ରିପାଠୀଙ୍କର ପ୍ରେସ ମିଟ । ବଡମ୍ବା ବିଜେପି କାର୍ଯ୍ୟାଳୟରେ କଲେ ପ୍ରେସ ମିଟ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର  ଓଏସଡି  ଭାବେ କାର୍ଯ୍ୟକରି ସେ ଏବେ ରାଜ୍ୟ ରାଜନୀତିର ବିଜେପି ଦଳ ରେ ସାମିଲ ହୋଇଛନ୍ତି। ବଡମ୍ବା କୃଷ୍ଣଚନ୍ଦ୍ର ପୁର ର ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜେପି ଦଳରେ ରହି ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ତେବେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି  ଆଜି ସ୍ପଷ୍ଟ କରିଛନ୍ତି ଯଦି ବିଜେପି ଦଳ ଚାହେଁ ତେବେ ସେ ବଡମ୍ବା ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: