Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Odisha

ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଜନତା ମଇଦାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଭୁବନେଶ୍ୱରରେ  ପହଞ୍ଚିବା ପରେ ରାଜଭବନ ଯାଇଥିଲେ ମୋଦି ।  ଶପଥ ସମାରୋହରେ ଯୋଗଦେବା ପାଇଁ  ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ।  । ରାଜ୍ୟରେ ପ୍ରଥମ  ଥର ଲାଗି ସରକାର ଗଠନ କରିବ ବିଜେପି।  ଭୁବନେଶ୍ୱରର ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଆଉ କିଛି ସମୟର ଅପେକ୍ଷା। ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Prime Minister Modi arrived at Janata Maidan | Argus News