Videos
|
Odisha

୧୫ ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୧୫ ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ୧୫ ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ରାଉରକେଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ। ୧୫ ତାରିଖରୁ ଏହା ଆରମ୍ଭ ହୋଇ ବର୍ଷା ବ୍ୟାପୀ ଚାଲିବ। ଆଦିବାସୀଙ୍କ ଅଧିକାର, ସାମ୍ବାଧାନୀ ବ୍ୟବସ୍ଥା , ଜଙ୍ଗଲ ଅଧିକାର ଆଇନ ଏସବୁ ଆଇନ ଜନଜାତି ଯେଭଳି ବଞ୍ଚିତ ହେଉଛନ୍ତି।

ବିଭିନ୍ନ ସମୟରେ  ନିର୍ଯାତିତ ହେଉଛନ୍ତି। ଏହାକୁ ଗୁରୁତ୍ବ ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି ତାଙ୍କର କିଭଳି ବିକାଶ ହେବ। ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ତତ୍ପରତା ଅଛନ୍ତି । ୭ ହଜାର ୬ ଶହ ୬୭ ଟି ଗ୍ରାମ ସଭା କରାଯିବ । ଏହାକୁ ନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi is coming to Odisha on the 15th | Argus News