Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜମିଲାଣି ମାହୋଲ : ୬ରେ ଆସିବେ ମୋଦି

Odisha

ଜମିଲାଣି ମାହୋଲ : ୬ରେ ଆସିବେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ଜମିଲାଣି ମାହୋଲ : ୬ରେ ଆସିବେ ମୋଦି

ଅର୍ଗସ ବ୍ୟୁରୋ:  ମେ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରେ ଦିନ ୧୦ଟାରେ ବିଶାଳ ରୋଡ଼ ସୋ କରିବେ ମୋଦି ବୋଲି ସୂଚନା ରହିଛି।
ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ଶାହ ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବ୍ରହ୍ମପୁର ଏବଂ ନବରଙ୍ଗପୁର ଜନସଭାକୁ ସମ୍ୱୋଧିତ କରିବୋ ମୋଦି। ଦିନ ୧୨.୩୦ରେ ନବରଙ୍ଗପୁରରେ ପହଞ୍ଚିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi will come to Odisha on May 6 | Argus News