Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାମ ମନ୍ଦିରରୁ ବାଣୀବିହାର ଯାଏଁ ରୋଡ଼ ସୋ କରିବୋ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ରାମ ମନ୍ଦିରରୁ ବାଣୀବିହାର ଯାଏଁ ରୋଡ଼ ସୋ କରିବୋ ମୋଦି

ଅର୍ଗସ ବ୍ୟୁରୋ:  ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ସୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ସୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତକାଲି ଜନପଥରେ ଟ୍ରାଫିକ କଟକଣା ଜାରି କରିଥିଲା କମିଶନରେଟ୍ ପୋଲିସ। ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏସପିଜି। ସେହିପରି ଆସନ୍ତାକାଲି କନ୍ଧମାଳ ,ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନୀ ସଭାକୁ  ସମ୍ବୋଧନ କରିବେ। ତେବେ ନବୀନଙ୍କ ଦିବାସ୍ବପ୍ନ କଟାକ୍ଷର କଣ ଜବାବ ଦେବେ ମୋଦି, ତାକୁ ରହିଛି ଅପେକ୍ଷା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi's super show in Bhubaneswar today | Argus News