Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଙ୍ଗଳବାର ଓଡିଶା ଆସିବେ ମୋଦୀ

Banajyotshna Ray
Browse all articles by Banajyotshna Ray
·1 year ago
ମଙ୍ଗଳବାର ଓଡିଶା ଆସିବେ ମୋଦୀ

ଅର୍ଗସ ବ୍ୟୁରୋ:  ମଙ୍ଗଳବାର ଆସିବେ ମୋଦୀ । ୧୭ତାରିଖ ମଙ୍ଗଳବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ନେଇ ଆସିଲା ବିସ୍ତୃତ ବିବରଣୀ । ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୨ଟାରୁ ସଭା, ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ ମୋଦୀ । ଜନତା ମଇଦାନ ସଭା ପରେ ଏୟାରପୋର୍ଟ ଯାଇ ସେଠୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi will come to Odisha on Tuesday the 17th | Argus News