Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର  

Manini Pattanayak
Browse all articles by Manini Pattanayak
·2 years ago·1 min read
ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର  

ସମ୍ବଲପୁର : ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ଓଡିଶା ଅର୍ଥନୈତିକ ସଂଘର ୫୬ ତମ ବାର୍ଷିକ ସମ୍ମିଲନୀରେ ଯୋଗ ଦେଲେ ପ୍ରଧାନ ମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର । ଭାରତରେ ଓଡିଶାର ଅର୍ଥନିତି ଚଳଚଂଚଳ ରହିଛି । ଭାରତ ସରକାର ଚେଷ୍ଟା କରୁଛନ୍ତି କିଭଲି ଆହୁରୀ ଅର୍ଥନିତି କ୍ଷେତ୍ରରେ ବୁଦ୍ଧି ପାଈବ ବୋଲି । ୪ ବର୍ଷରେ ଏହା ବୁଦ୍ଧି ହୋଇଛି ।  ଜାତୀୟ ଅଭିବୃଦ୍ଧିରେ ଓଡିଶାର ଯୋଗଦାନ ରହିଛି ।

ଏପରିକି ପୂର୍ବ ଭାରତର ଯୋଗଦାନ ରହିଥିବା କହିଛନ୍ତି। ଇକୋନୋମିକ ଗ୍ରୋଥ୍, ସପ୍ଲାଇ ଚେନ୍, ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଏବେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ଥିବାବେଳେ ଭାରତ ସରକାର ସମେତ ଅନ୍ଯ ରାଜ୍ଯ କାମ କରୁଛନ୍ତି । ସେପଟେ ସୁଇଟ ମହାବିଦ୍ୟାଲୟ ର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ସଚିବ. ଡ . ପିକେ ମିଶ୍ର ।  ଉତ୍ସବରେ  ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ତୁପକ୍ଷ ସହ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ କିଭଲି ଇଣ୍ଟର ନେଟ, ଡିଜିଟାଲ କ୍ଷେତ୍ର ଆଦିରେ ଛାତ୍ରଛାତ୍ରୀ ସାମିଲ ହେଲେଣି ତାହା ମଧ୍ୟ ଅଭିଭାଷଣ ରଖିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's Chief Secretary Dr. PK Mishra visit in sambalpur | Argus News