Videos
|
Odisha

IIM ସ୍ଥାୟୀ  କ୍ୟାମ୍ପସର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
IIM ସ୍ଥାୟୀ  କ୍ୟାମ୍ପସର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅର୍ଗସ ବ୍ୟୁରୋ: IIM ସ୍ଥାୟୀ  କ୍ୟାମ୍ପସର ଲୋକାର୍ପଣ  କଲେ ପ୍ରଧାନମନ୍ତ୍ରୀ । ବିଧିବଦ୍ଧ ଭାବେ ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ଲୋକାର୍ପଣ ଉତ୍ସବରେ  ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ଥିଲେ। ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ। ପଢ଼ନ୍ତୁ ବୁଲେଟ ପଏଣ୍ଟ...

  • ଓଡ଼ିଶା ବିକାଶରେ କେନ୍ଦ୍ରର ସହଭାଗିତା ବଡ
  • ମଜୁରୀଆ, କିଶାନ, ସମସ୍ତଙ୍କୁ  ବି ଲାଭ ହେବ
  • ଓଡ଼ିଶାର ଯୁବବର୍ଗଙ୍କୁ ନୂଆ ନିଯୁକ୍ତି ମିଳିବ
  • ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଶଂସା କଲେ
  • ଦୀର୍ଘାୟୁ କାମନା କଲେ, ଓଡ଼ିଶାରୁ ବଧାଇ ଦେଲେ
  • ଶିକ୍ଷାର ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ
  • ଓଡ଼ିଶାକୁ ଆଧୁନିକ ଶିକ୍ଷାର ହବ୍‌ କରାଯିବ
  • ବ୍ରହ୍ମପୁର, ଭୁବନେଶ୍ଵର କେମିକାଲ ଟେକ୍ନୋଲୋଜି ସ୍ଥାପିତ ହେଲା
  • ଆଇଆଇଏମ ସମ୍ବଲପୁର ମ୍ୟାନେଜମେଂଟ ଆଧୁନିକୀକରଣ ହୋଇଛି
  • ଏହା ଓଡ଼ିଶାକୁ ସଶକ୍ତ କରିବ
  • ୩ ବର୍ଷ ପୂର୍ବେ କରୋନା ବେଳେ ଏଠିକୁ ଆସି ଶିଳାନ୍ୟାସ କରିଥିଲି, ମୋର ମନେ ଅଛି
  • ପ୍ରତି ସେକ୍ଟରରେ ଓଡ଼ିଶାକୁ ସର୍ପୋଟ କରୁଛି
  • ରେଲୱେର ବିକାଶ ପାଇଁ ୧୨ ଗୁଣ ଅଧିକ ବଜେଟ୍‌ ଦିଆଯାଇଛି
  • ପିଏମ ସଡକ ୫୦ ହଜାର କିମି ରାସ୍ତା ନିର୍ମାଣ ହୋଇଛି
  • ୪ ହଜାର ଏନଏଚ ହୋଇଛି
  • ଓଡ଼ିଶାକୁ ମହତ୍ଵପୂର୍ଣ୍ଣ ସ୍ଥାନ ନେବାକୁ ପ୍ରୟାସ
  • ପ୍ରତି ଘରକୁ ମିଳିବ ବିଜୁଳି
  • କେନ୍ଦ୍ର ଯୋଜନା ଓଡ଼ିଶାକୁ ଭଲ ଲାଭ ଦେଇଛି
  • ଓଡ଼ିଶାର ବିକାଶ କେନ୍ଦ୍ର ଦାୟିତ୍ଵ
  • ଅଧିକ ପଢ଼ନ୍ତୁ ଓଡିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: