Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ 

Odisha

ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago
ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ 

ଢେଙ୍କାନାଳ:  ସନ୍ଦେହ ଜନକ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ। ହିନ୍ଦୋଳ ଉପ କାରାଗାରର କଏଦୀ ବିଜୟଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍ କର୍ତ୍ତୃପକ୍ଷ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୟ ଜେଲ୍ ଭିତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prisoner's death under suspicious circumstances | Argus News