Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

Odisha

 ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

Manini Pattanayak
Browse all articles by Manini Pattanayak
·2 years ago
 ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

ପୁରୀ: କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରେ ସୋଇଥିବା ସମୟରେ ପୋଡିଗଲା ୬ବଖରା ଘର ସହ ଅମଳ ହୋଇ ଥୁଆହୋଇଥିବା ୪୦ଧାନ ବସ୍ତା। ଏଥିସହିତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ପାରାଦୀପ ନୂଆଗଡ ଛକରେ ଜଳିଗଲା ବାଣ ଦୋକାନ

କାଲି ପୟା ଅମାବାସ୍ୟା ଥିବାରୁ ଘରର ସମସ୍ତା ଲୋକେ ପୟା ଡାକି ରାତି ୧୧ଟା ସମୟରେ ସୋଇଥିଲେ । ହଠାତ୍ ଗ୍ରାମର ଜଣେ ଲୋକ ଡାକି କହିଥିଲା ଘରେ ନିଆ ଲାଗିଯାଇଛି । ଘରୁ ବାହାରି ପାରିନଥିଲେ ଘରଲୋକେ । ଘରର ମୁରବି ଜଳନ୍ଦରଙ୍କ ହାତରେ ନିଁଆ ଲାଗିବା ସହ ୪ଟି ଗାଇ ସମେତ ରୋଜଗାର ଦେଉଥିବା ୨ଟି ବଳଦ ପୋଡିଯାଇଥିଲା । ଏବେ ସମସ୍ତ ପରିବାର ଖୋଲା ଆକାଶ ତଳେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Property worth lakhs of rupees destroyed in fire | Argus News