ମେଡିକାଲ କଲେଜ ଦାବିରେ ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ
·2 years ago

ଅର୍ଗସ ବ୍ୟୁରୋ: ଅଭିନବ ଉପାୟରେ ପ୍ରତିବାଦ । ମେଡିକାଲ କଲେଜ ଦାବିରେ ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ କରୁଛନ୍ତି ଲୋକ । ଜଗତସିଂହପୁର ମେଡିକାଲ କଲେଜ ଦାବିରେ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରତିବାଦ ଜାରି । ଗଣତନ୍ତ୍ର ଛକରୁ ଜିଲ୍ଲାପାଳ ଅଫିସ ଯାଏ ପ୍ରତିବାଦ । ଦଶ ମାସ ହେଲା ମେଡିକାଲ କଲେଜ ଦାବିରେ ପ୍ରତିବାଦ କରୁଛି ସଂଗଠନ । ହେଲେ କାର୍ଯ୍ୟାନୁଷ୍ଠାନ ଫେଲ୍। ମେଡିକାଲ ହେଲେ ଲୋକେ ସମସ୍ତ ସ୍ୱାସ୍ଥ୍ୟଜନିତ ସୁବିଧା ପାଇପାରିବେ ବୋଲି ଲୋକଙ୍କ ଦାବି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: