Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିସିଟିଭି ନଜରରେ ରହିବ ପୁରୀ ସହର 

Odisha

ସିସିଟିଭି ନଜରରେ ରହିବ ପୁରୀ ସହର 

Manini Pattanayak
Browse all articles by Manini Pattanayak
·1 year ago
ସିସିଟିଭି ନଜରରେ ରହିବ ପୁରୀ ସହର 

ପୁରୀ: ପୁରୀକୁ ଜଗିବ ସିସିଟିଭି। ସିସିଟିଭି ନଜରରେ ରହିବ ପୁରୀ ସହର । 600 ରୁ ଉର୍ଦ୍ଧ୍ବ ହାଇ କାପାସିଟ୍ ସିସିଟିଭି ସର୍ଭେଲାନ୍ସରେ ରହିବ ସହର। କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍ ସହିତ ଯୋଡିହେବ ସମସ୍ତ ସିସିଟିଭି। ମହାବାତ୍ୟା ଫୋନିରେ ଅଚଳ ହୋଇଥିଲା ସହରର ସମସ୍ତ ସିସିଟିଭି। ଓବିସିସି ମାଧ୍ୟମରେ ସରକାରଙ୍କୁ  ପ୍ରସ୍ତାବ ଦିଆଯାଇଛି କହିଲେ ଜିଲ୍ଲାପାଳ।  

ସହରକୁ ଅପରାଧମୁକ୍ତ,ସୁରକ୍ଷିତ ଓ ଟ୍ରାଫିକ ସୁପରିଚାଳନା ପାଇଁ ସିସିଟିଭି ଲଗାଇବା ନେଇ ହୋଇଛି ସ୍ୱତନ୍ତ୍ର ଖସଡା। ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ, ପୁରୀର ପ୍ରବେଶପଥ, ସାହି ଗଳିକନ୍ଦିକୁ ଜଗିବ ସିସିଟିଭି। ପ୍ରତିକ୍ରିୟା ରଖିଲେ ପୁରୀ ଜିଲ୍ଲାପାଳ ସିଧାର୍ଥ ସ୍ୱାଇଁ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Puri city will be under CCTV surveillance | Argus News