Videos
|
Odisha

ଆଜିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ

Smruti Parija
Browse all articles by Smruti Parija
·2 years ago
ଆଜିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ

ଅର୍ଗସ ବ୍ୟୁରୋ: ଆଜିଠୁ ନାଟମଣ୍ଡପ ମରାମତି । ଆଜିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ ଆରମ୍ଭ ହେବ । ଦିନ ୧ଟାରୁ ସନ୍ଧ୍ୟା ୭ ଯାଏଁ ଚାଲିବ ମରାମତି କାମ । ମାର୍ଚ୍ଚ ୨୦ ତାରିଖ ପୂର୍ବରୁ ମରାମତି କାମ ସାରିବା ଲକ୍ଷ୍ୟ ରଖାଯାଇଛି । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ । ରାତି ୩ଟା ୧୪ରେ ହେଲା ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ହେବ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
puri-temple-natamandap-work-starts-from-today | Argus News