ଅବକାରୀ ବିଭାଗର ଚଢାଉ, ତିନି ଗିରଫ
·1 year ago

ମୟୂରଭଞ୍ଜ: ପାର୍ବଣରେ ଦେଶୀ ମଦ ବେପାରୀ ସକ୍ରିୟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଦେଉଳି ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ଓ ତାଙ୍କ ଟିମ ଅଚାନକ ବିଭିନ୍ନ ସ୍ଥାନରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛନ୍ତି।
ଗିରଫ ତିନିଜଣ ହେଲେ ଚାନ୍ଦିଆ ଥାନା ଅନ୍ତର୍ଗତ ଭଙ୍ଗାବନ୍ଧି ଗ୍ରାମର ଶାଙ୍ଖ ସୋରେନ, ଅଁଳାକୁଡ଼ା ଗ୍ରାମର ପ୍ରେଥି ସୋରେନ ଓ ଶୁଳିଆପଦା ଥାନା ଅର୍ନ୍ତଗତ ବଡ଼ଯୁଗିବନ୍ଧ ଗ୍ରାମର ସୁକାନ୍ତି ସିଂଙ୍କୁ ଗିରଫ କରିବା ସହ ୬୬ ଲିଟର ଦେଶୀ ମଦ ଜବଦ କରି ତିନିଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: