Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟରେ ବର୍ଷା ! ୨୩ରୁ ବଢିପାରେ ପରିମାଣ 

Odisha

ରାଜ୍ୟରେ ବର୍ଷା ! ୨୩ରୁ ବଢିପାରେ ପରିମାଣ 

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟରେ ବର୍ଷା ! ୨୩ରୁ ବଢିପାରେ ପରିମାଣ 

ଭୁବନେଶ୍ୱର:  ରାଜ୍ୟରେ ବର୍ଷା ସମ୍ଭାବନା, ୨୩ରୁ ବଢିପାରେ ପରିମାଣ। ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ଜଳୀୟବାଷ୍ପପୁର୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ତେଣୁ ବାୟୁ ଚଳାଚଳକୁ ନେଇ ବର୍ଷାର ସମ୍ଭାବନା ରାଜ୍ୟରେ ଦେଖାଯାଇଛି ।

ଆଗାମୀ ୭ ଦିନ ଯାଏ  ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କୋହଲା ପାଗ ଲାଗିରହିଥିବା ବେଳେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ଆସନ୍ତା ୨୩ ତାରିଖରୁ ଗୁରୁଚାପର ଅଧିକ ସକ୍ରିୟତାକୁ ନେଇ ବର୍ଷାର ପରିମାଣ ବଢିବ।  ହେଲେ ବଡ ବର୍ଷା ନଥିବାରୁ କୌଣସି ସତର୍କ ସୂଚନା ଏଯାଏଁ ଦିଆ ଯାଇନାହିଁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rain in the state! Amount may increase from 23 | Argus News